MAKE A MEME View Large Image Kharabela inscription, Hatigumpha, Khandagiri, Bhubaneswar.jpg or ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଖାରବେଳଙ୍କ ନିର୍ମିତ ଖଣ୍ଡଗିରିର ହାତିଗୁମ୍ଫା...
View Original:Kharabela inscription, Hatigumpha, Khandagiri, Bhubaneswar.jpg (2139x1467)
Download: Original    Medium    Small Thumb
Courtesy of:commons.wikimedia.org More Like This
Keywords: Kharabela inscription, Hatigumpha, Khandagiri, Bhubaneswar.jpg or ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଖାରବେଳଙ୍କ ନିର୍ମିତ ଖଣ୍ଡଗିରିର ହାତିଗୁମ୍ଫାରେ ଥିବା ଶିଳାଲେଖ । ଏଥିରେ ଓଡ଼ିଆ ଭାଷାରେ ଓ କୁଟିଳ କଳିଙ୍ଗ ଲିପିରେ ପଥର ଉପରେ ଖୋଦାଯାଇଛି । ଏହି ଶିଳାଲେଖର ଲେଖ ସମୟକ୍ରମେ ନଷ୍ଟ ହୋଇଯାଉଛି । ଛବିଟି ମୂଳ ଶିଳାଲେଖର ଫଟୋ ଉପରେ ଆଧାର କରି ଆଲେକ ୍ୟାଣ୍ଡର କନିଙ୍ଗହାମଙ୍କ ରଚିତ କର୍ପସ ଇନଷ୍କ୍କ୍ରିପ୍ଟିନମ ଇଣ୍ଡିକାରମ ବହିର ପ୍ରଥମ ଖଣ୍ଡ ଇନଷ୍କ୍ରିପସନ୍ସ ଅଫ ଅଶୋକରୁ ନିଆଯାଇଛି । ୧୮୨୭ରେ ପ୍ରକାଶିତ ମୂଳ ବହିର ପର ସଂସ୍କରଣମାନ ଯାହା ଭିନ୍ନ ଭିନ୍ନ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଏହି ଶିଳାଲେଖ ଓ ତାହା ବାବଦରେ ବର୍ଣ୍ଣନା କୌଣସି କାରଣରୁ ରଖିନାହାନ୍ତି । ଲଣ୍ଡନର ବ୍ରିଟିସ ଲାଇବ୍ରେରିରେ ଥିବା ମୂଳ ବହିରୁ ଏହି ଛବିଟି ସ୍କାନ କରାଯାଇଛି । of Kharabela's inscriptions in multiple revisions of this book published by other publishers have been discarded This image is scanned at the British library from the original book 2014-08-13 14 47 30 Corpus Inscriptionum Indicarum Volume I Inscriptions of Asoka Alexander Cunningham cc-zero Uploaded with UploadWizard Odia alphabet
Terms of Use   Search of the Day